Odia Panchang,Horoscope–ରାଶିଫଳ
Android app by NewEra Labs. Lifestyle · NewEra Labs
- Store rating
- Unknown
- Store rating count
- Unknown
- Download price
- Free to download
- In-app purchases
- Not listed in captured metadata
- Version
- 1.1.0
- Listing last refreshed
- 2026-09-12
View the original store listing
Store description excerpt
Odia Panchang & Daily Horoscope App ଆପଣ ଖୋଜୁଛନ୍ତି କି ସଠିକ୍ ଓଡ଼ିଆ ପଞ୍ଜିକା ଓ ଦୈନିକ ରାଶିଫଳ? ତେବେ ଏହି App ଆପଣଙ୍କ ପାଇଁ ସର୍ବୋତ୍ତମ। Odia Panchang & Horoscope App ମାଧ୍ୟମରେ ଦିନର ସମସ୍ତ ଶୁଭ ଓ ଅଶୁଭ ସମୟ ଜାଣନ୍ତୁ – ସରଳ ଓ ସ୍ପଷ୍ଟ ଓଡ଼ିଆ ଭାଷାରେ। 🌞 ଆପଣ ଏହି App ରେ କଣ ପାଇବେ? 🔮 ଦୈନିକ ଓଡ଼ିଆ ରାଶିଫଳ – 12ଟି ରାଶି ପାଇଁ ସଠିକ୍ ଭବିଷ୍ୟବାଣୀ – Today Horoscope in Odia 📅 ଦୈନିକ ଓଡ଼ିଆ ପଞ୍ଜିକା – ତିଥି – ନକ୍ଷତ୍ର – ଯୋଗ – କରଣ ⏰ ଶୁଭ ସମୟ ଓ ରାହୁ କାଳ – Rahu Kala – Yamaganda – Abhijit Muhurta ⭐ App ବିଶେଷତା ✔️ 100% ଓଡ଼ିଆ ଭାଷା ✔️ ସରଳ ଓ ସୁନ୍ଦର UI ✔️ ପ୍ରତିଦିନ Updated ✔️ ମୋବାଇଲରେ ଖୁବ ହଳୁକା (Fast App) ✔️ ସମସ୍ତ Odisha users ପାଇଁ ଉପଯୁକ୍ତ କାହିଁକି ଏହି App ବ୍ୟବହାର କରିବେ? • ଦିନ ଆରମ୍ଭରୁ ପୂର୍ବେ ଶୁଭ ସମୟ ଜାଣିବାକୁ • ଦୈନିକ ରାଶିଫଳ ପଢ଼ିବାକୁ • ଏକ ସହଜ ଓ ଭରସାଯୋଗ୍ୟ Odia Panchang App ପାଇଁ ଆପଣଙ୍କ ସହଯୋଗ ଆମ ପାଇଁ ମୂଲ୍ୟବାନ ଯଦି ଆପଣଙ୍କୁ ଏହି App ଭଲ ଲାଗେ: ⭐ 5-Star Rating ଦିଅନ୍ତୁ 📤 ଗୋଟିଏ Odia ବନ୍ଧୁଙ୍କ ସହ Share କରନ୍ତୁ ଆପଣଙ୍କ ସହଯୋଗ ଆମକୁ ଆହୁରି ଭଲ କରିବାକୁ ପ୍ରେରଣା ଦେଇଥାଏ।
Review coverage
AppRill has captured 0 reviews for this app. This is a collected sample, separate from the store rating count. Latest review capture: Not captured yet.
Recent captured chart positions
No chart positions have been captured for this app yet.
Chart position, rating count and review coverage do not establish downloads, revenue or profit. Understand the differences.