BHAKTI SAHAYAK
Android app by STP- Sivanand's Teachings Point. Education · STP- Sivanand's Teachings Point
- Store rating
- Unknown
- Store rating count
- Unknown
- Download price
- Free to download
- In-app purchases
- Not listed in captured metadata
- Version
- 1.0
- Listing last refreshed
- 2026-09-13
View the original store listing
Store description excerpt
BHAKTI SAHAYAK – Odia Devotional App BHAKTI SAHAYAK is a devotional app fully developed in the Odia language, designed to strengthen spiritual connection and increase devotion among the people of Odisha toward Hindu Gods and Goddesses. The app brings together devotional songs, mantras, stotras, sacred texts, and spiritual videos from various trusted third-party sources – all in one convenient place. Key Features: 1. Devotional songs for different Hindu deities 2. Odia translations of Bhagavad Gita, mantras, stotras & Puranas 3. Access to spiritual videos via YouTube 4. Simple and easy interface made for Odia-speaking devotees 5. Direct links to temple websites and devotional platforms Who is this app for? 1. Anyone who wants to read, listen to, or watch devotional content in Odia 2. Devotees interested in learning about Hindu spirituality 3. Elderly people, spiritual learners, and daily worshippers A devotional guide for both the younger and older generation Safe & Respectful Experience: BHAKTI SAHAYAK does not collect any personal data. All content is focused on mental peace, spirituality, and devotion. When accessing third-party platforms, users are advised to review their respective privacy policies. Download BHAKTI SAHAYAK today and bring divine energy, peace, and devotion into your daily life! ଭକ୍ତି ସହାୟକ – ଓଡ଼ିଆ ଭକ୍ତିମୟ ଆପ୍: ଭକ୍ତି ସହାୟକ ହେଉଛି ଏକ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ତିଆରି ହୋଇଥିବା ଭକ୍ତିମୟ ଆପ୍, ଯାହାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଲୋକଙ୍କ ମଧ୍ୟରେ ଦେବ-ଦେବୀଙ୍କ ପ୍ରତି ଭକ୍ତି ଓ ଆଧ୍ୟାତ୍ମିକତାକୁ ବୃଦ୍ଧି କରିବା। ଏହି ଆପ୍ ମାଧ୍ୟମରେ ଉପଯୋଗକାରୀମାନେ ଭିନ୍ନ ଭିନ୍ନ ତୃତୀୟ ପକ୍ଷ ଓେବସାଇଟ୍, ଭଜନ ପ୍ଲାଟଫର୍ମ, ଭକ୍ତିଗୀତ ଭିଡିଓ, ଶ୍ରୀମଦ୍ଭଗବଦ୍ଗୀତା, ପୁରାଣ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ ଉପାଦାନ ସହ ଜୁଡ଼ିପାରିବେ। ଆପ୍ର ବିଶେଷତାଗୁଡ଼ିକ: 1. ଭିନ୍ନ ଭିନ୍ନ ଦେବ-ଦେବୀଙ୍କ ଭକ୍ତିଗୀତ 2. ଭଗବଦ୍ଗୀତା, ଶ୍ଳୋକ, ମନ୍ତ୍ର ଓ ପୁରାଣ ର ଓଡ଼ିଆ ଅନୁବାଦ 3. ଯୁଟ୍ୟୁବ ଭିଡିଓ ମାଧ୍ୟମରେ ଆଧ୍ୟାତ୍ମିକ ଶିକ୍ଷା 4. ଜଣେ ଓଡ଼ିଆ ଭକ୍ତ ପାଇଁ ସହଜ, ସରଳ ଓ ସାଧାରଣ ଇଣ୍ଟରଫେସ 5. ତୃତୀୟ ପକ୍ଷ ଓେବସାଇଟ୍ ସହ ଯୋଗାଯୋଗ ଯେଉଁଠାରେ ଆଧ୍ୟାତ୍ମିକ ଉପାଦାନ ମିଳିଥାଏ କାହା ପାଇଁ ଏହି ଆପ୍? 1. ଯେଉଁମାନେ ଓଡ଼ିଆ ଭାଷାରେ ଭକ୍ତିମୟ ବିଷୟ ପଢିବା, ଶୁଣିବା ଓ ଦେଖିବାକୁ ଇଚ୍ଛୁକ 2. ଯେଉଁମାନେ ହିନ୍ଦୁ ଧର୍ମ ଓ ଆଧ୍ୟାତ୍ମିକ ଶିକ୍ଷାରେ ରୁଚି ରଖନ୍ତି 3. ନିତ୍ୟ ଉପାସନା କରୁଥିବା ଭକ୍ତମାନେ 4. ବୃଦ୍ଧ ଓ ଯୁବ ପିଢି – ସମସ୍ତଙ୍କ ପାଇଁ ନିରାପଦ ଏବଂ ସମ୍ମାନଜନକ ଅନୁଭବ: ଭକ୍ତି ସହାୟକ କୌଣସି ବ୍ୟକ୍ତିଗତ ତଥ୍ୟ ଗ୍ରହଣ କରୁନାହିଁ। ଆପ୍ ରେ ଥିବା ସମସ୍ତ ବିଷୟବସ୍ତୁ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଦିଆଯାଇଛି। ତୃତୀୟ ପକ୍ଷ ସାଇଟ୍ ଉପଯୋଗ କରିବା ପୂର୍ବରୁ ସେମାନଙ୍କର ନିଜସ୍ୱ ପ୍ରାଇଭେସି ପଲିସି ପଢିବାକୁ ଉପଦେଶ ଦିଆଯାଏ। ଏବେ ଡାଉନଲୋଡ୍ କରନ୍ତୁ ‘ଭକ୍ତି ସହାୟକ’ ଏବଂ ଆପଣଙ୍କ ନିତ୍ୟ ଧ୍ୟାନ, ପୂଜା, ଏବଂ ଭକ୍ତିରେ ଏକ ନୂଆ ଅନୁଭବ ନେଇଆସନ୍ତୁ।
Review coverage
AppRill has captured 0 reviews for this app. This is a collected sample, separate from the store rating count. Latest review capture: Not captured yet.
Recent captured chart positions
No chart positions have been captured for this app yet.
Chart position, rating count and review coverage do not establish downloads, revenue or profit. Understand the differences.